Uc Browser କୁ ଟକ୍କର ଦଉଥିବା ସବୁଠୁ ଭଲ Browser || Top Browser for Smartphone

Uc Browser କୁ ଟକ୍କର ଦଉଥିବା ସବୁଠୁ ଭଲ Browser || Top Browser for Smartphone

ଦର୍ଶକବନ୍ଧୁ, ପ୍ଲେ ଷ୍ଟୋର ରେ ବହୁତ୍ ଗୁଡ଼ିଏ ଆପ୍ଲିକେସନ୍ ମିଳେ ଯାହା କି ଆପଣଙ୍କ ଡାଟା କୁ ରଖିପାରନ୍ତି ଏବଂ ବାହାରେ ଛାଡ଼ି ଦେଇପାରନ୍ତି । ସେଥିପାଇଁ ଆପଣଙ୍କୁ କେବଳ କିଛି ସୁରକ୍ଷିତ ପ୍ରଦାନ କରୁଥିବା ଆପ ଉପରେ ବିଶ୍ୱାସ କରିବାକୁ ପଡ଼ିବ। ଏହି ଭିଡିଓ ରେ ମୁଁ ଆପଣମାନଙ୍କୁ ଆପଣଙ୍କ ଫୋନ୍ କୁ ସୁରକ୍ଷିତ ରଖିବା ପାଇଁ କେଉଁ କେଉଁ Browser ବ୍ୟବହାର କରିବେ, ସେ ବିଷୟରେ ଜଣେଇଛି। ଆଶା କରୁଛି ଭିଡିଓ ଟି ଆପଣଙ୍କୁ ପସନ୍ଦ ଆସିବ।br br Chromebr br Chromerbr br Firefoxbr orbr Firefox focus (lite version)br br Bravebr br ~~~~~~~~~~~~~~~~~~~br br br Hello Friends,br Welcome To Our Odia Dailymotion Channel FACTODISHA.br Here You'll Get All Types 0f TECHNICAL Knowledge & scientific facts.br I make special videos in Every Saturday or Sunday.br br For Any Business Inquiries Visitbr www.factodisha@gmail.combr br Our Facebook Page for Latest Newsbr br br Follow Me Herebr br br br br Thanks for Support.


User: Fact Odisha

Views: 2

Uploaded: 2018-02-24

Duration: 01:53

Your Page Title