matric exam center at own school

matric exam center at own school

#ଏଥରମାଟ୍ରିକସେଣ୍ଟରନାହିଁ !br ଚଳିତବର୍ଷ କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପିଲାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ।br #Odisha #MatricExam #boardexams2021 #SamirRanjanDash


User: Oneindia Odia

Views: 8

Uploaded: 2021-01-22

Duration: 01:08