ବାଲେଶ୍ୱର ପୌରାଞ୍ଚଳ ପାଇଁ 155 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ପୌରାଞ୍ଚଳ ପାଇଁ 155 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

#କଥାରଖିଲେନବୀନbr ବାଲେଶ୍ୱର ପୌରାଞ୍ଚଳ ପାଇଁ 155 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ,ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ । ଶୁଣନ୍ତୁ ବାଲେଶ୍ୱର ପାଇଁ କେଉଁ ସବୁ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । #Odisha #NaveenPatnaik


User: Oneindia Odia

Views: 9

Uploaded: 2021-04-13

Duration: 04:08

Your Page Title