Civil Aviation Ministry Allows Domestic Flights To Fly At Full Capacity

Civil Aviation Ministry Allows Domestic Flights To Fly At Full Capacity

ଆଜିଠାରୁ ଦେଶରେ ବିମାନଗୁଡ଼ିକ ପୂର୍ଣ୍ଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିବ। ଏ ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ୧୮ ମାସ ଧରି ରହିଥିବା ବିମାନ ଯାତ୍ରା ନେଇ ଅନେକ କଟକଣା ଲାଗୁ ହୋଇଥିଲା । br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 0

Uploaded: 2021-10-18

Duration: 01:30

Your Page Title