Special Story | Centre Blocks Ordinance On Bhubaneswar’s Lingaraj Temple

Special Story | Centre Blocks Ordinance On Bhubaneswar’s Lingaraj Temple

ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା। ଶ୍ରୀ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶକୁ କେନ୍ଦ୍ରର ରୋକ୍। ଏହି ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।br br br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 2

Uploaded: 2022-04-06

Duration: 03:47

Your Page Title