Big Scams in Nimantrana Restaurant OTDC | ନିମନ୍ତ୍ରଣରୁ ବି ଲୁଟ୍ | THE Quiver

Big Scams in Nimantrana Restaurant OTDC | ନିମନ୍ତ୍ରଣରୁ ବି ଲୁଟ୍ | THE Quiver

#ନିମନ୍ତ୍ରଣରୁବିଲୁଟ୍br #ସରକାରଙ୍କୁଚୂନାଲଗାଇଦେଲେ୧୭ଲକ୍ଷଟଙ୍କାbr ନିମନ୍ତ୍ରଣ କଲେ, ଯାହା ତ ଖାଇବାକୁ ଦେଲେ । ସେ ପଇସା ବି ସରକାରଙ୍କୁ ଦେଲେନି । ନିଜ ପକେଟରେ ପକେଇ ଦେଲେ । ଲୁଟର ପରିମାଣ ଯଦିଓ ବେସି ନୁହଁ । କାରଣ ଏ ସରକାରରେ ସହ ସହ କୋଟି ଟଙ୍କା ଲୁଟି ନେଇ ଅଫିସରମାନେ ଆରାମରେ ବସୁଛନ୍ତି । ସାଧାରଣ ଯନ୍ତ୍ରୀମାନଙ୍କ ଘରୁ ଯେଉଁଠି ନଗଦରେ କୋଟି କୋଟି ଟଙ୍କା ମିଳୁଛି, ସେ ଜାଗାରେ ଏଠି ଆମେ ଲୁଟର ପରିମାଣକୁ ଦେଖୁନୁ । ଏଠି ଯାହା ଦାୟିତ୍ୱରେ ନିମନ୍ତ୍ରଣକୁ ଦେଇଥିଲେ ସରକାର, ସେ ୧୭ ଲକ୍ଷ ଟଙ୍କା ସରକାରଙ୍କୁ ଚୂନା ଲଗାଇଦେଲେ । ଦେଖନ୍ତୁ ଏହି ରିପୋର୍ଟ...


User: The Quiver News

Views: 1

Uploaded: 2022-07-21

Duration: 03:36

Your Page Title