12 South African cheetahs to land in India on Saturday

12 South African cheetahs to land in India on Saturday

ଭାରତକୁ ଆସିବେ ଆଉ ୧୨ ଆଫ୍ରିକୀୟ ଚିତା । ଦିନକ ପରେ ପହଞ୍ଚିବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ । କୁନୋକୁ ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ୮ଟି ଚିତା ନାମିବ୍ୟାରୁ ଆସିଥିବା ବେଳେ, ଏଥର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯିବ । ସେମାନଙ୍କ ମଧ୍ୟରେ ୭ଟି ଅଣ୍ଡିରା ଓ ୫ଟି ମାଈ ଚିତା ଅଛନ୍ତି । ଚିତାଙ୍କୁ ଆଣିବା ପାଇଁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବମାଷ୍ଟର।br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 1

Uploaded: 2023-02-16

Duration: 03:02

Your Page Title