IAF plane carrying 12 cheetahs from South Africa lands in MP

IAF plane carrying 12 cheetahs from South Africa lands in MP

କୁନୋକୁ ଆସିଲେ ନୂଆ ଅତିଥି । ଦକ୍ଷିଣ ଆଫ୍ରିକାରୁ ବାୟୁସେନା ବିମାନ ଓ ପରେ ହେଲିକପ୍ଟର ଯୋଗେ ୧୨ଟି ଚିତା ଆଣି ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଛି । ଚିତାଙ୍କୁ ଛାଡ଼ିବା ସହିତ, ମହାଶିବରାତ୍ରିରେ ଏହା ରାଜ୍ୟକୁ ବଡ଼ ଉପହାର ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 19

Uploaded: 2023-02-18

Duration: 03:25