FBI help sought in Naba Das murder probe, says CM Naveen Patnaik in Odisha Assembly

FBI help sought in Naba Das murder probe, says CM Naveen Patnaik in Odisha Assembly

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଦୀର୍ଘ ୨୪ ଦିନ ପରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ବିବୃତି ରଖି ହତ୍ୟାକାଣ୍ଡ ତଦନ୍ତର ଅଗ୍ରଗତି ସଂପର୍କରେ ଅବଗତ କରିଛନ୍ତି । ତା ସହିତ ତଦନ୍ତରେ ସହଯୋଗ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହଯୋଗ ଲୋଡ଼ିଥିବା କହିଥିଲେ ।br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 29

Uploaded: 2023-02-22

Duration: 04:37