Ailing actor Pintu Nanda admitted in Hyderabad hospital for advance treatment

Ailing actor Pintu Nanda admitted in Hyderabad hospital for advance treatment

ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯୋଶଦା ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି । ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନକରିବାରୁ ଅନ୍ୟ ଡୋନରଙ୍କ ଖୋଜା ଚାଲିଛି । ଏହାରି ଭିତରେ ଆର୍ଥିକ ସହାୟତା ପାଇଁ ପୁଣି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ।br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 109

Uploaded: 2023-02-25

Duration: 02:36

Your Page Title