Odisha CM Naveen Patnaik to hold road show across state tomorrow

Odisha CM Naveen Patnaik to hold road show across state tomorrow

ଏଣିକି ଆଉ ବିଜୁ ନୁହେଁ, ନବୀନ ଓଡ଼ିଶା ନାରାରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ବିଜେଡି ଯୋଜନା କରୁଛି । ଆସନ୍ତାକାଲି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ସଭା ଓ ରୋଡ୍ ସୋ' କରି ଏକ ପ୍ରକାର କ୍ୟାଂପେନ୍ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ଗସ୍ତ କାର୍ଯ୍ୟକ୍ରମ ରାଜ୍ୟରେ ଆଗୁଆ ନିର୍ବାଚନର ସଙ୍କେତ ବୋଲି ଚର୍ଚ୍ଚା ହେଉଛି । ତେବେ ନବ ଦାସ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେଡି ପଶ୍ଚିମ ଓଡିଶାରେ ବ୍ୟାକଫୁଟରେ ଥିବାରୁ ତାକୁ କଭର୍ ଅପ୍ ପାଇଁ ଏହି କାର୍ଯ୍ୟକ୍ରମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।br br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 24

Uploaded: 2023-03-04

Duration: 03:58