VSSUT Student Death | Diatom report confirms Chinmayi’s death due to drowning

VSSUT Student Death | Diatom report confirms Chinmayi’s death due to drowning

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି, ତାହାଲେ କେମିତି ବୁର୍ଲା ପାୱାର୍‌ଚ୍ୟାନେଲ୍‌କୁ ଗଲେ ଭିସୁଟର ଏହି ପୂର୍ବତନ ଛାତ୍ରୀ? ସେ ରହସ୍ୟ କିନ୍ତୁ ଅଦ୍ୟାବଧି ପୋଲିସ ଭେଦିପାରିନି। br br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 99

Uploaded: 2023-03-11

Duration: 03:37