Several varsities in Odisha fail to qualify for NAAC grade, raises concern

Several varsities in Odisha fail to qualify for NAAC grade, raises concern

ନାକ୍ ମାନ୍ୟତା ପାଇବାରେ ପଛରେ ପଡିଛି ରାଜ୍ୟ। ଭିତ୍ତିଭୂମି ଓ ଶିକ୍ଷକ ମରୁଡି ମୁଖ୍ୟ କାରଣ । ଅଟକୁଛି ଅନୁଦାନ, ପ୍ରଭାବିତ ହେଉଛି ଉଚ୍ଚ ଶିକ୍ଷା । ବିଶ୍ୱବିଦ୍ୟାଳୟ ସହ ରାଜ୍ୟର ଅଧିକାଂଶ ଡିଗ୍ରୀ କଲେଜର ନାହିଁ ନାକ୍ ମାନ୍ୟତା । ଯାହାକି ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲଗାଇଛି । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ବିବ୍ରତ କଲାଭଳି ।br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 38

Uploaded: 2023-04-09

Duration: 03:01

Your Page Title