Manmohan's response to Hanuman Jayanti report He said the state government is one hundred percent responsible

Manmohan's response to Hanuman Jayanti report He said the state government is one hundred percent responsible

ହନୁମାନ ଜୟନ୍ତୀର ଗୁଇନ୍ଦା ରିପୋର୍ଟ ଉପରେ ପ୍ରତିକ୍ରିୟା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ br କହିଲେ ଘଟଣା ପାଇଁ ରାଜ୍ଯ ସରକାର ଶହେ ପ୍ରତିଶତ ଦାୟୀ | ଘଟଣା ନେଇ ରାଜ୍ଯ ସରକାର ଶ୍ବେତପତ୍ର ଜାରି କରନ୍ତୁ | ଗୁଇନ୍ଦା ରିପୋର୍ଟ ଆସିଥିବା ସତ୍ତ୍ବେ ତାହାକୁ କାର୍ଯ୍ଯକାରୀ ନକରିବା ରାଜ୍ଯ ସରକାରଙ୍କ ବିଫଳତାକୁ ଦର୍ଶାଉଛି | ଫଳରେ ସିବିଆଇ ଦନ୍ତ ଦାବି କରିଛନ୍ତି ମନମୋହନ | ସମ୍ବେଦନଶୀଳ ଅଂଚଳରେ ଆବଶ୍ଯକୀୟ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫ ତାରିଖରୁ ସମସ୍ତ ରାଜ୍ଯକୁ ଚେତାଇ ଦେଇଥିବାବେଳେ ତାହାକୁ ମଧ୍ଯ ଗୁରୁତର ସହ ନେଇନି ରାଜ୍ଯ | ଏହା ସହ ଏହି ଘଟଣାର ତଦନ୍ତ ପାଇଁ ବିଜେପିର ୪ଜଣିଆ ଟିମ୍ ଆସିବ ଓ ସରଜମିନ ତଦନ୍ତ କରି ରିପୋର୍ଟ ଦେବ ବୋଲି ମନମୋହନ କହିଛନ୍ତି | br #odishanews #manmohansamal #bjpodisha #bjp #bjp4india #pmmodi #narendramodi #sambalpurcurfewlifted #sambalpurnews #odishagovt #bjdvsbjp


User: ALL ODISHA NEWS

Views: 4

Uploaded: 2023-04-30

Duration: 06:13

Your Page Title