Kenduleaf Pluckers Protest at Sambalpur Divisional Forest Office | The Fight for Fair Wages and Working Conditions

Kenduleaf Pluckers Protest at Sambalpur Divisional Forest Office | The Fight for Fair Wages and Working Conditions

ସମ୍ବଲପୁର କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ କେନ୍ଦୁପତ୍ର କର୍ମଚାରୀ ଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଥିଲା । ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟରେ ଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧାଇ ଶ୍ରମିକ ଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା ସହ ସିଜନାଲ୍ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା ସମେତ 14 ଦଫା ଦାବି ପୂରଣ ଦାବିରେ ସମ୍ବଲପୁର ସ୍ଥିତ କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । br This video covers the recent demonstration by Kenduleaf pluckers in front of the Sambalpur KenduLeaf Divisional Forest Office. Kenduleaf is a key product for the local economy, and the pluckers are demanding fair wages and better working conditions. In this exclusive report, we provide an in-depth analysis of the situation, the grievances of the pluckers, and the impact on the local community.


User: ALL ODISHA NEWS

Views: 5

Uploaded: 2023-05-01

Duration: 02:46

Your Page Title