Lack of evaluators for Odisha Civil Service (Main) exams haunts OAS aspirants

Lack of evaluators for Odisha Civil Service (Main) exams haunts OAS aspirants

OAS ମେନ୍ ପରୀକ୍ଷା ମୂଲ୍ୟାୟନ ପାଇଁ ମିଳୁ ନାହାଁନ୍ତି ପ୍ରାଧ୍ୟାପକ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ପ୍ରାଧ୍ୟାପକଙ୍କୁ ରିଲିଭ୍ କରୁନଥିବାରୁ ଉପୁଜିଛି ସମସ୍ୟା । ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ସହଯୋଗ ଲୋଡ଼ିଲେ OPSC କର୍ତ୍ତୃପକ୍ଷ । ସେପଟେ ଓଏଏସ ଆଶାୟୀଙ୍କ ଭିତରେ ରେଜଲ୍ଟ ବାହାରିବାରେ ବିଳମ୍ବ ନେଇ ଆଶଙ୍କା ବଢ଼ିଲାଣି । br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 4

Uploaded: 2023-05-14

Duration: 03:13

Your Page Title