Mother’s Day: Woman in Gajapati takes motherhood to next level

Mother’s Day: Woman in Gajapati takes motherhood to next level

ମା’ଙ୍କୁ ନେଇ ଅନେକ କଥା, ଅନେକ କାହାଣୀ । କାରଣ ମା’ ଓ ମମତାର କୌଣସି ପରିସୀମା ନାହିଁ । ସନ୍ତାନ ସନ୍ତତିଙ୍କ ପ୍ରତି ମା’ର ନିଃସ୍ୱାର୍ଥପର ସେବା ଓ ସମର୍ପଣ ଭାବ ଯୁଗେ ଯୁଗେ ପୂଜା ପାଇଆସୁଛି । ଆଜି ସେହି ମା’ଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱ ପାଳୁଛି, ଅନ୍ତର୍ଜାତୀୟ ମାତୃ ଦିବସ । ଏହି ଅବସରରେ ଆଜି ଦେଖିବା ୨ଟି କାହାଣୀ ।br OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.br Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.


User: Odisha TV

Views: 10

Uploaded: 2023-05-14

Duration: 04:22

Your Page Title