ଜୁଏଲ ଓରାମ ଙ୍କ ସହ 121

ଜୁଏଲ ଓରାମ ଙ୍କ ସହ 121

pଭୁବନେଶ୍ବର: ଆଜି ବୁଦ୍ଧ ଦରକାର ଯୁଦ୍ଧ ନୁହେଁ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମppଆଜି ବୁଦ୍ଧ ଦରକାର ଯୁଦ୍ଧ ଦରକାର। ନୁହେଁ । ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଦେଖାଇବା ଆବଶ୍ୟକ । ଆସିଥିବା ଅତିଥିମାନେ ଆମ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ଦେଖିବେ ଯାହା ଓଡ଼ିଶା ପାଇଁ ଲାଭ ଦାୟକ ହେବ ଏବଂ ଓଡ଼ିଶାବାସୀଙ୍କୁ ଆଗକୁ ବଢିବାରେ ସହାଯ୍ୟ କରିବ ।ppସେ ଆହୁରି ମଧ୍ୟ କହିଛନ୍ତି,"ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ତିନି ଥର ଆସିବା ଏବଂ ରାଷ୍ଟ୍ରପତି ଆସିବା ।ଏହାର ଅର୍ଥ ହେଉଛି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ଦ୍ରୁତ ପ୍ରଗତି ହେବ । ଡବଲ ଇଞ୍ଜିନ , ଡବଲ ସ୍ପିଡରେ ଚାଲିବ ।ଶିକ୍ଷା ,ସ୍ୱାସ୍ଥ୍ୟ,କୃଷି ,ବୈଷୟିକ ପ୍ରଭୁତି କ୍ଷେତ୍ରରେ ଦେଶର ବିକାଶ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ppଇଟିଭି ଭାରତକୁ ଭୂରି ଭୂରି ପ୍ରଶଂସା:ppଇଟିଭି ଏକ ବହୁତ ବଢିଆ ଟିଭି । ପ୍ରଥମେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ଭାଷାରେ ଚ୍ୟାନେଲ ରହିଛି । ଗଣମାଧ୍ୟମ ହିସାବରେ ଲୋକଙ୍କ ସମସ୍ୟାକୁ ପରିବେଷଣ କରୁଥିବାକୁ ମୁଁ  ଧନ୍ୟବାଦ ଦେଉଛି । "br br p


User: ETVBHARAT

Views: 2

Uploaded: 2025-01-09

Duration: 03:08

Your Page Title