କ୍ୟାମେରା ଓ କଣ୍ଟେଣ୍ଟ ସାଜିଛି ନାୟକ, ନିଆରା କାହାଣୀକୁ ନେଇ ରିଲିଜ ଓଡ଼ିଆ ଫିଲ୍ମ 'ବଇଦ'

କ୍ୟାମେରା ଓ କଣ୍ଟେଣ୍ଟ ସାଜିଛି ନାୟକ, ନିଆରା କାହାଣୀକୁ ନେଇ ରିଲିଜ ଓଡ଼ିଆ ଫିଲ୍ମ 'ବଇଦ'

ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ବଇଦ' । ଯେଉଁଥିରେ କ୍ୟାମେରା ଓ କଣ୍ଟେଣ୍ଟ ନାୟକ ସାଜିଥିବା ବେଳେ ଭିନ୍ନ ଏକ କାହାଣୀ ଦେଖିଛନ୍ତି ଦର୍ଶକ ।


User: ETVBHARAT

Views: 0

Uploaded: 2025-01-11

Duration: 02:54

Your Page Title