ଦୃଶ୍ଯମାନ ହେବ ଘନ କୁହୁଡ଼ି, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଦୃଶ୍ଯମାନ ହେବ ଘନ କୁହୁଡ଼ି, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶାରେ ଶୀତ ଜାରି ରହିଛି । ଆଜିଠାରୁ 3 ଦିନ ତାପମାତ୍ରା ବୃଦ୍ଧି ପାଇବ । ଘନ କୁହୁଡ଼ି ଦୃଶ୍ୟମାନ ହେବ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।


User: ETVBHARAT

Views: 2

Uploaded: 2025-01-11

Duration: 02:36

Your Page Title