ଚାଷୀଙ୍କ ଠୁ କେତେ ଧାନ କିଣିଛନ୍ତି ସରକାର ? ବଡ କଥା କହିଲେ ମନ୍ତ୍ରୀ

ଚାଷୀଙ୍କ ଠୁ କେତେ ଧାନ କିଣିଛନ୍ତି ସରକାର ? ବଡ କଥା କହିଲେ ମନ୍ତ୍ରୀ

ରାଜ୍ୟରେ ଜାରି ରହିଛି ଧାନକିଣା । ମଣ୍ଡିରୁ ଚାଷୀଙ୍କ ଧାନ କିଣୁଛନ୍ତି ସରକାର । ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ ସରକାର କିଣି ସାରିଲାଣି ।


User: ETVBHARAT

Views: 0

Uploaded: 2025-01-13

Duration: 02:47

Your Page Title