ପୋଖରୀକୁ ଓଲଟିଲା କାର, ୨ ମୃତ, ଅଧାରେ ରହିଲା LAW ପରୀକ୍ଷା

ପୋଖରୀକୁ ଓଲଟିଲା କାର, ୨ ମୃତ, ଅଧାରେ ରହିଲା LAW ପରୀକ୍ଷା

କୋଣାର୍କ ନିମାପଡ଼ା ଜୁଣେଇ ଶଙ୍ଖରେ ଦୁର୍ଘଟଣା । ଭାରସ୍ୟାମ ହରାଇ ପୋଖରୀରେ ଖସି ପଡ଼ିଲା କାର । ୨ ଲ' (LAW) ପରୀକ୍ଷାର୍ଥୀ ମୃତ ।


User: ETVBHARAT

Views: 1

Uploaded: 2025-01-16

Duration: 00:55

Your Page Title