୩ ଦିନ ଦୃଶ୍ୟମାନ ହେବ ଘନ କୁହୁଡି଼, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୩ ଦିନ ଦୃଶ୍ୟମାନ ହେବ ଘନ କୁହୁଡି଼, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ରହିଛି ସ୍ୱାଭାବିକ ଶୀତ । ୩ ଦିନ ଯାଏଁ ଘନ କୁହୁଡି ସତର୍କତା । ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


User: ETVBHARAT

Views: 0

Uploaded: 2025-01-17

Duration: 01:57

Your Page Title