କାଲିଠୁ ରାଜ୍ୟରେ ପକ୍ଷୀ ଗଣନା, ଗଣନାରେ ରହିବେ ୨୧ ଟିମ୍‌

କାଲିଠୁ ରାଜ୍ୟରେ ପକ୍ଷୀ ଗଣନା, ଗଣନାରେ ରହିବେ ୨୧ ଟିମ୍‌

ପ୍ରତି ବର୍ଷ ଭଳି ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ ପକ୍ଷୀ ଗଣନା କରାଯାଇଥାଏ। ଚିଲିକା, ଭିତରକନିକା ଓ ହୀରାକୁଦ ଡିଭିଜନରେ କାଲିଠୁ ପକ୍ଷୀ ଗଣନା।


User: ETVBHARAT

Views: 0

Uploaded: 2025-01-17

Duration: 01:42

Your Page Title