ସିଙ୍ଗାପୁର ସହ 8ଟି ବିଭାଗରେ ଚୁକ୍ତିନାମା ସ୍ବାକ୍ଷର, ଆଗକୁ ବହୁ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

ସିଙ୍ଗାପୁର ସହ 8ଟି ବିଭାଗରେ ଚୁକ୍ତିନାମା ସ୍ବାକ୍ଷର, ଆଗକୁ ବହୁ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

ଓଡି଼ଶା ଗସ୍ତରେ ଆସିଥିବା ବେଳେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ 8ଟି ବିଭାଗରେ ଚୁକ୍ତିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର ।


User: ETVBHARAT

Views: 0

Uploaded: 2025-01-17

Duration: 05:00