ସ୍ମାର୍ଟ ମିଟର ଟେନସନ, ପୁରୀରେ ବଢୁଛି ଅସନ୍ତୋଷ

ସ୍ମାର୍ଟ ମିଟର ଟେନସନ, ପୁରୀରେ ବଢୁଛି ଅସନ୍ତୋଷ

ପୁରୀରେ ଟାଟ ପାୱାରର ସ୍ମାର୍ଟ ମିଟରକୁ ନେଇ ଦେଖା ଦେଇଛି ବିବାଦ । ଏହି ମିଟର ପ୍ରତ୍ୟାହାର ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଭେଟିଲା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ।


User: ETVBHARAT

Views: 4

Uploaded: 2025-01-23

Duration: 02:37

Your Page Title