ମହିଳା ଟ୍ରାଫିକ ପୋଲିସଙ୍କ ନିଆରା ଅନ୍ଦାଜ, ବଲିଉଡ ଗୀତ ଗାଇ ଚାଳକଙ୍କୁ କରୁଛନ୍ତି ସଚେତନ

ମହିଳା ଟ୍ରାଫିକ ପୋଲିସଙ୍କ ନିଆରା ଅନ୍ଦାଜ, ବଲିଉଡ ଗୀତ ଗାଇ ଚାଳକଙ୍କୁ କରୁଛନ୍ତି ସଚେତନ

ମଧ୍ୟପ୍ରଦେଶ ଇନ୍ଦୋରର ଟ୍ରାଫିକ୍ ପୋଷ୍ଟଗୁଡ଼ିକରେ ପ୍ରତିଧ୍ୱନିତ ହେଉଛି ସୋନାଲିଙ୍କ ଗୀତ। ବଲିଉଡ୍ ଗୀତ ମାଧ୍ୟମରେ ଚାଳକମାନଙ୍କୁ ଦେଉଛନ୍ତି ଟ୍ରାଫିକ୍ ଜ୍ଞାନ।


User: ETVBHARAT

Views: 3

Uploaded: 2025-04-21

Duration: 03:09