ସହରାଞ୍ଚଳ ଗରିବଙ୍କୁ ସାହାଯ୍ୟ କରିବ 'ସହଯୋଗ', ୮ ଜିଲ୍ଲାର ୪୪ ପୌରାଞ୍ଚଳକୁ ମିଳିବ ଫାଇଦା

ସହରାଞ୍ଚଳ ଗରିବଙ୍କୁ ସାହାଯ୍ୟ କରିବ 'ସହଯୋଗ', ୮ ଜିଲ୍ଲାର ୪୪ ପୌରାଞ୍ଚଳକୁ ମିଳିବ ଫାଇଦା

ସହରାଞ୍ଚଳ ଗରିବ ଲୋକଙ୍କ "ସହଯୋଗ" କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସରକାର । ୮ଟି ଜିଲ୍ଲାର ୪୪ଟି ପୌରାଞ୍ଚଳରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ହେବେ ଉପକୃତ ।


User: ETVBHARAT

Views: 3

Uploaded: 2025-05-02

Duration: 02:59

Your Page Title