୩ ସେନାମୁଖ୍ୟଙ୍କୁ କମଳା ମାଉସୀ ଉପହାର, ଟୋପି ଓ ଚିଠିରେ ଜଣାଇଲେ 'ଅପରେସନ ସିନ୍ଦୂର' ଶୁଭେଚ୍ଛା

୩ ସେନାମୁଖ୍ୟଙ୍କୁ କମଳା ମାଉସୀ ଉପହାର, ଟୋପି ଓ ଚିଠିରେ ଜଣାଇଲେ 'ଅପରେସନ ସିନ୍ଦୂର' ଶୁଭେଚ୍ଛା

'ଅପରେସନ ସିନ୍ଦୂର'ରେ ଭାରତର ବିଜୟ ପରେ ସ୍ଥଳସେନା, ବାୟୁସେନା ଏବଂ ନୌସନା ମୁଖ୍ୟଙ୍କୁ କମଳା ମହାରଣାଙ୍କ ନିଆରା ଉପହାର । ହାତ ତିଆରି ଟୋପି ଏବଂ ଚିଠି ପଠାଇ ଜଣାଇଲେ ଶୁଭେଚ୍ଛା ।


User: ETVBHARAT

Views: 233

Uploaded: 2025-05-13

Duration: 03:07

Your Page Title