ପିଇବା ପାଣି ପାଇଁ ଛଟପଟ କଟକ ବସ୍ତି ବାସିନ୍ଦା, ଥରେ ନେଲେ ତିନି ଦିନ ସାଇତି ରଖିବାକୁ ପଡେ

ପିଇବା ପାଣି ପାଇଁ ଛଟପଟ କଟକ ବସ୍ତି ବାସିନ୍ଦା, ଥରେ ନେଲେ ତିନି ଦିନ ସାଇତି ରଖିବାକୁ ପଡେ

କଟକ ମହାନଗର ନିଗମ ଅନ୍ତର୍ଗତ କାଠଯୋଡ଼ି ବସ୍ତିରେ ଜଳ ସମସ୍ୟା ଭୋଗୁଛନ୍ତି ବସ୍ତି ବାସିନ୍ଦା । ମ୍ୟୁନିସିପାଲିଟି ପକ୍ଷରୁ ଜଳ ଯୋଗାଣ ହେଉଥିଲେ ବି ସୁଧୁରୁନି ସମସ୍ୟା ।


User: ETVBHARAT

Views: 0

Uploaded: 2025-05-15

Duration: 03:03