ଦୁଷ୍କର୍ମ ପୀଡ଼ିତାଙ୍କ ଠାରୁ ଟଙ୍କା ଠକେଇ, ଦୁଇ ସରକାରୀ ଚାକିରିଆ ଗିରଫ

ଦୁଷ୍କର୍ମ ପୀଡ଼ିତାଙ୍କ ଠାରୁ ଟଙ୍କା ଠକେଇ, ଦୁଇ ସରକାରୀ ଚାକିରିଆ ଗିରଫ

ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଅମୀୟ କୁମାର ସାହୁ, ଆଉ ଜଣେ ବେଗୁନିଆ ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ସଂଗୀତା ସିଂ ।


User: ETVBHARAT

Views: 15

Uploaded: 2025-05-19

Duration: 02:50