B.Ed ପାଇଁ ଆଶାୟୀଙ୍କ ବଢୁଛି ଆଗ୍ରହ, ମାତ୍ର ୨୦୦୦ ସିଟ୍ ପାଇଁ ଲକ୍ଷେ ଟପିଲା ଆବେଦନ

B.Ed ପାଇଁ ଆଶାୟୀଙ୍କ ବଢୁଛି ଆଗ୍ରହ, ମାତ୍ର ୨୦୦୦ ସିଟ୍ ପାଇଁ ଲକ୍ଷେ ଟପିଲା ଆବେଦନ

ପୁଅଙ୍କ ତୁଳନାରେ ଅଧିକ ଝିଅ ଆଶାୟୀ ଆବେଦନ କରିଛନ୍ତି । ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ଦାବି ।


User: ETVBHARAT

Views: 0

Uploaded: 2025-06-02

Duration: 03:05