ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହଁ:: ଜିଲ୍ଲାପାଳ

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହଁ:: ଜିଲ୍ଲାପାଳ

ବଡ଼ଦାଣ୍ଡରେ ଭକ୍ତଙ୍କୁ ଖଜା ବିକ୍ରିରେ ଠକେଇ ଅଭିଯୋଗେ 2 ଜଣଙ୍କୁ ଗିରଫ କଲା ପୋଲିସ । ମହାପ୍ରସାଦ ନାମରେ ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।


User: ETVBHARAT

Views: 14

Uploaded: 2025-06-03

Duration: 02:33

Your Page Title