ରାଜଧାନୀରେ ଆଉ ରହିବନି ଜଳ ଜଳବନ୍ଦୀ ସମସ୍ୟା, ଲଗାଣ ବର୍ଷା ପୂର୍ବରୁ ହେବ ସମାଧାନ: ମନ୍ତ୍ରୀ

ରାଜଧାନୀରେ ଆଉ ରହିବନି ଜଳ ଜଳବନ୍ଦୀ ସମସ୍ୟା, ଲଗାଣ ବର୍ଷା ପୂର୍ବରୁ ହେବ ସମାଧାନ: ମନ୍ତ୍ରୀ

ଭୁବନେଶ୍ବରର ଡ୍ରେନ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଡ୍ରେନ ନିର୍ମାଣ କାମ ତ୍ବରିତ କରିବା ପାଇଁ ଦେଲେ ନିର୍ଦ୍ଦେଶ ।


User: ETVBHARAT

Views: 4

Uploaded: 2025-06-03

Duration: 01:51

Your Page Title