ବିସ୍ଫୋରକ ଲୁଟ ପରେ ଡିଜିଙ୍କ ଚେତାବନୀ; ଯାଞ୍ଚ ହେବ ବେଆଇନ ବିସ୍ଫୋରକ କାରବାର, ସ୍କାନରରେ ମାଗାଜିନ୍ ସେଣ୍ଟର

ବିସ୍ଫୋରକ ଲୁଟ ପରେ ଡିଜିଙ୍କ ଚେତାବନୀ; ଯାଞ୍ଚ ହେବ ବେଆଇନ ବିସ୍ଫୋରକ କାରବାର, ସ୍କାନରରେ ମାଗାଜିନ୍ ସେଣ୍ଟର

କେଉଁ ଖଣିକୁ କେତେ ବିସ୍ଫୋରକ ଯାଉଛି । ସେସବୁ ଏସଓପି ଅନୁସାରେ ପଠାଯାଉଛି ନା ନାହିଁ । ଏହା ଏବେ ପୋଲିସ ସ୍କାନରରେ ।


User: ETVBHARAT

Views: 3

Uploaded: 2025-06-04

Duration: 02:22