କେନ୍ଦୁଝର-ଭଦ୍ରକକୁ ବ୍ୟାପିଲା ଡାଇରିଆ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

କେନ୍ଦୁଝର-ଭଦ୍ରକକୁ ବ୍ୟାପିଲା ଡାଇରିଆ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

ଭଦ୍ରକ ଓ କେନ୍ଦୁଝରକୁ ବ୍ୟାପିଲା ଡାଇରିଆ । ଯାଜପୁରରେ ଆସୁଛି ସୁଧାର । ଘରକୁ ଘର ବୁଲି ଡାଇରିଆ ରୋଗୀ ଚିହ୍ନଟ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ ।


User: ETVBHARAT

Views: 0

Uploaded: 2025-06-13

Duration: 03:04