ଯାଜପୁରରେ ଡାଇରିଆ ପରେ ହଇଜା ଭୟ: 8 କଲେରା ପଜିଟିଭ, ଭୋଜି ଭାତ ବ୍ୟାନ

ଯାଜପୁରରେ ଡାଇରିଆ ପରେ ହଇଜା ଭୟ: 8 କଲେରା ପଜିଟିଭ, ଭୋଜି ଭାତ ବ୍ୟାନ

ଯାଜପୁର ଜିଲ୍ଲାରେ 41ଟି ନମୁନାରୁ 8 କଲେରା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ରଜ ଉତ୍ସବରେ ଭୋଜିଭାତ ବ୍ୟାନ ।


User: ETVBHARAT

Views: 7

Uploaded: 2025-06-14

Duration: 02:52

Your Page Title