ଡାଇରିଆ ଓ କଲେରା ମଧ୍ୟରେ ପାର୍ଥକ୍ୟ କଣ ? କେମିତି ଜାଣିବେ ଝାଡାବାନ୍ତି ନା ହଇଜାରେ ଆକ୍ରାନ୍ତ

ଡାଇରିଆ ଓ କଲେରା ମଧ୍ୟରେ ପାର୍ଥକ୍ୟ କଣ ? କେମିତି ଜାଣିବେ ଝାଡାବାନ୍ତି ନା ହଇଜାରେ ଆକ୍ରାନ୍ତ

pDiarrhea Cholera Cause Symptoms Treatment କଟକ: ରାଜ୍ୟରେ ଥମୁନି ଡାଇରିଆ ଆତଙ୍କ । ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡାବାନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଭଳି ଏକାଧିକ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ତେବେ ବାହାର ଖାଦ୍ୟ ନା ପାଣି ? କେଉଁ କାରଣରୁ ହୁଏ ଡାଇରିଆ  ? କେମିତି ଜାଣିବେ ଆପଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସବୁ ତରଳ ଝାଡା କଣ ଡାଇରିଆ କି ? କେତେବେଳେ ଜଣେ ଡାଇରିଆ ଆକ୍ରାନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବେ ? କେମିତି ଏହାର ମୁକାବିଲା କରିବେ । ଘରର ଯଦି ଜଣେ ସଦସ୍ୟ ଡାଇରିଆର ଆକ୍ରାନ୍ତ ହୁଅନ୍ତି, ଏହା ସମସ୍ତ ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ କି ? ଜଣେ ଡାଇରିଆ ଆକ୍ରାନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ? କେତେ ମାରାତ୍ମକ ? ଜଣେ ଘରେ କେମିତି ଯତ୍ନ ନେବ । କେମିତି ଏହାର ମୁକାବିଲା କରିବେ । ତମାମ ପ୍ରସଙ୍ଗରେ କଟକ ଏସସିବି ମେଡିକାଲର ବରିଷ୍ଠ ଚିକିତ୍ସିକ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । ଶୁଣନ୍ତୁ ଡାଇରିଆ ହେଲେ କଣ କରିବେ । କେମିତି ସତର୍କ ରହିବେ । ଇଟିଭି ଭାରତକୁ ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ହଇଜା କେମିତି ବ୍ୟାପେ । ppଡାଇରିଆ ସମ୍ପର୍କିତ ଖବର ପଢନ୍ତୁ:pଯାଜପୁର-କଟକ-ଭଦ୍ରକ ଜିଲ୍ଲାରେ ଡାଇରିଆ ସ୍ଥିତି,  କେନ୍ଦ୍ରୀୟ ଟିମ କରିବେ ଅନୁଧ୍ୟାନapଡାଇରିଆ ଆକ୍ରାନ୍ତ ଥିଲେ କେମିତି ଜାଣିବେ, ଲକ୍ଷଣ ନେଇ କଣ କହୁଛନ୍ତି ଡାକ୍ତର ?appଯାଜପୁରରେ ଆଉ 16 ହଇଜା ପଜିଟିଭ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧିappକଟକକୁ ଡାଇରିଆ ଚିନ୍ତା, ସହରରେ ବନ୍ଦ ହେବ ଷ୍ଟ୍ରୀଟ ଫୁଡ ବ୍ୟବସାୟ !ap


User: ETVBHARAT

Views: 8

Uploaded: 2025-06-19

Duration: 06:43

Your Page Title