ଗଣଦୁଷ୍କର୍ମ ପ୍ରତିବାଦ, ଜୁନ ୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ

ଗଣଦୁଷ୍କର୍ମ ପ୍ରତିବାଦ, ଜୁନ ୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ

ବଢିଛି ଅସଦାଚରଣ ଦୁଷ୍କର୍ମ ଓ ହତ୍ୟା ଘଟଣା । ଏହାକୁ ପ୍ରତିବାଦ କରି ଜୁନ ୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ।


User: ETVBHARAT

Views: 6

Uploaded: 2025-06-23

Duration: 03:02