ବାଲୁକା କଳାରେ ଗୁଣ୍ଡିଚା ଯାତ୍ରା, ମହାପ୍ରଭୁଙ୍କ 101 ପ୍ରତିକୃତି ଗଢିଦେଲେ ସୁଦର୍ଶନ

ବାଲୁକା କଳାରେ ଗୁଣ୍ଡିଚା ଯାତ୍ରା, ମହାପ୍ରଭୁଙ୍କ 101 ପ୍ରତିକୃତି ଗଢିଦେଲେ ସୁଦର୍ଶନ

pSand art Ratha Yatra, ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପବିତ୍ର ରଥଯାତ୍ରାର ଶୁଭ ମୁହୂର୍ତ୍ତ ଆଜି ଆସି ପହଞ୍ଚିଛି । ବିଶ୍ୱ ନିୟନ୍ତା ଆଜି ରଥାଋଢ଼ ହୋଇ ଜନ୍ମବେଦୀ ଅଭିମୁଖେ ଗସ୍ତ ଆରମ୍ଭ କରିବେ । ସାଙ୍ଗରେ ବଡ ଠାକୁର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ଯାତ୍ରାରେ ଯିବେ । ସାରା ବିଶ୍ୱ ଏହି ପବିତ୍ର ଯାତ୍ରାର ଅଂଶ ହେବାକୁ ଅପେକ୍ଷା କରି ରହିଛି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ବାଲୁକାରେ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ।ppଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ:ppପବିତ୍ର ରଥଯାତ୍ରା ଅବସରରେ ସବୁ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର କଳାକୃତି ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ରଥଯାତ୍ରାର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସୁଦର୍ଶନ ପଟ୍ଟନାୟକ ବାଲୁକାରେ ମହାପ୍ରଭୁଙ୍କ 101ଟି ବାଲୁକା ମୂର୍ତ୍ତି ସହ ତିନିଟି ବାଲୁକା ରଥ ନିର୍ମାଣ କରିଛନ୍ତି । ଏଭଳି ଏକ ଅନନ୍ୟ କଳାକୃତିକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଭକ୍ତ ଓ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥଲା ।brbr ppଏହା ମଧ୍ୟ ପଢନ୍ତୁ:ppଲାଇଭ ପବିତ୍ର ରଥଯାତ୍ରା: ମଣିମାଙ୍କ ଅପେକ୍ଷାରେ ବଡ଼ଦାଣ୍ଡappଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀappଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟap


User: ETVBHARAT

Views: 8

Uploaded: 2025-06-27

Duration: 01:10

Your Page Title