ଶରଧାବାଲିରେ ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ଶରଧାବାଲିରେ ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିଲା ତିନି ରଥ । ଦ୍ବିତୀୟ ଦିନରେ 3 ରଥକୁ ଟାଣି ନେଲେ ଭକ୍ତ ।


User: ETVBHARAT

Views: 19

Uploaded: 2025-06-28

Duration: 03:33