୧୫ରେ କଟକ ଆସିବେ ରାଷ୍ଟ୍ରପତି, ରେଭେନ୍ସା ବିଶ୍ବବିଦ୍ୟାଳୟ ସମାଵର୍ତନ ଉତ୍ସବରେ ହେବେ ସାମିଲ

୧୫ରେ କଟକ ଆସିବେ ରାଷ୍ଟ୍ରପତି, ରେଭେନ୍ସା ବିଶ୍ବବିଦ୍ୟାଳୟ ସମାଵର୍ତନ ଉତ୍ସବରେ ହେବେ ସାମିଲ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତର ଦ୍ବିତୀୟ ଦିନରେ ରେଭେନ୍ସା ବିଶ୍ବବିଦ୍ୟାଳୟ ସମାଵର୍ତନ ଉତ୍ସବରେ ସାମିଲ ହେବେ ।


User: ETVBHARAT

Views: 6

Uploaded: 2025-07-02

Duration: 02:09

Your Page Title