ଗଞ୍ଜାମ ଯୁବକଙ୍କୁ ମାଲିରେ ଆତଙ୍କବାଦୀଙ୍କ ଅପହରଣ, ଘରେ କାନ୍ଦ ବୋବାଳି, ଜୁଲାଇ ଶେଷରେ ଫେରିଥାନ୍ତେ

ଗଞ୍ଜାମ ଯୁବକଙ୍କୁ ମାଲିରେ ଆତଙ୍କବାଦୀଙ୍କ ଅପହରଣ, ଘରେ କାନ୍ଦ ବୋବାଳି, ଜୁଲାଇ ଶେଷରେ ଫେରିଥାନ୍ତେ

ଗଞ୍ଜାମ ସମରଝୋଳ ଗାଁର ଭେଙ୍କଟରମଣା ଗତ ନଭେମ୍ବରରେ ପଶ୍ଚିମ ଆଫ୍ରିକା ଯାଇଥିଲେ । ଜୁନ 30ରେ ଶେଷଥର ମାଆଙ୍କ ସହ କଥା ହୋଇଥିଲେ।


User: ETVBHARAT

Views: 143

Uploaded: 2025-07-05

Duration: 05:53