ଆହୁରି ଦୁଇ ଦିନ ଭିଜିବ ଓଡ଼ିଶା; 10 ପରେ ଲଗାଣ ବର୍ଷାରେ ଲାଗିବ ବ୍ରେକ୍ !

ଆହୁରି ଦୁଇ ଦିନ ଭିଜିବ ଓଡ଼ିଶା; 10 ପରେ ଲଗାଣ ବର୍ଷାରେ ଲାଗିବ ବ୍ରେକ୍ !

ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ସତର୍କତା ଜାରି ।


User: ETVBHARAT

Views: 0

Uploaded: 2025-07-08

Duration: 02:55

Your Page Title