ବାଲୁଖଣ୍ଡ ଅଭୟାରଣ୍ୟରେ ସ୍ଵାମୀ ନାରାୟଣ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ବାଲୁଖଣ୍ଡ ଅଭୟାରଣ୍ୟରେ ସ୍ଵାମୀ ନାରାୟଣ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସ୍ଵାମୀ ନାରାୟଣ ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ଥିବା ଇକୋ ସେନ୍ସିଟିଭ ଜୋନ ନିୟମ କୋହଳ କରିବା ପାଇଁ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଓଡ଼ିଶା ସରକାର।


User: ETVBHARAT

Views: 9

Uploaded: 2025-07-12

Duration: 02:53