ନିଜ ଜୀବନ ବାଜି ଲଗାଇ ବାଲେଶ୍ୱର ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି ପ୍ରକାଶ, ଗୁରୁତର ଛାତ୍ରଙ୍କୁ ଭୁଲିଗଲେ ସରକାର !

ନିଜ ଜୀବନ ବାଜି ଲଗାଇ ବାଲେଶ୍ୱର ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି ପ୍ରକାଶ, ଗୁରୁତର ଛାତ୍ରଙ୍କୁ ଭୁଲିଗଲେ ସରକାର !

ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିବା ଜ୍ୟୋତିଙ୍କ ଚାଲିଛି ଚିକିତ୍ସା । ଏପଟେ ଜ୍ୟୋତିଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ।


User: ETVBHARAT

Views: 2

Uploaded: 2025-07-16

Duration: 06:51

Your Page Title