ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ

ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ

ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଧ୍ୟାପକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ ପାଇଁ ମନା କରିଥିଲେ l


User: ETVBHARAT

Views: 20

Uploaded: 2025-07-17

Duration: 03:34

Your Page Title