ବାଲେଶ୍ବର ପରେ ବଳଙ୍ଗା: ଏମ୍ସରେ ପୀଡିତା, ‘ଜଳିଯାଇଛି 70 ପ୍ରତିଶତ ଶରୀର’

ବାଲେଶ୍ବର ପରେ ବଳଙ୍ଗା: ଏମ୍ସରେ ପୀଡିତା, ‘ଜଳିଯାଇଛି 70 ପ୍ରତିଶତ ଶରୀର’

ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକାକୁ 3 ଜଣ ଦୁର୍ବୃତ୍ତ ଜାଳି ଦେବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର ।


User: ETVBHARAT

Views: 49

Uploaded: 2025-07-19

Duration: 02:21