ରାଜ୍ୟରେ ଚାଚୁଛି ବର୍ଷା; 29 ଯାଏଁ ନିସ୍ତାର ନାହିଁ, ଆଜି ପାଇଁ ଏହି ଜିଲ୍ଲାକୁ ରେଡ ଆଲର୍ଟ

ରାଜ୍ୟରେ ଚାଚୁଛି ବର୍ଷା; 29 ଯାଏଁ ନିସ୍ତାର ନାହିଁ, ଆଜି ପାଇଁ ଏହି ଜିଲ୍ଲାକୁ ରେଡ ଆଲର୍ଟ

ଉତ୍ତର ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବ।


User: ETVBHARAT

Views: 15

Uploaded: 2025-07-25

Duration: 03:06

Your Page Title