ଦାମ୍ପତ୍ୟ କଳିର କରୁଣ ପରିଣତି; ୨ ବର୍ଷର ପୁଅକୁ ଧରି ଜୀବନ ହାରିଲେ ବାପା

ଦାମ୍ପତ୍ୟ କଳିର କରୁଣ ପରିଣତି; ୨ ବର୍ଷର ପୁଅକୁ ଧରି ଜୀବନ ହାରିଲେ ବାପା

ତିନିଦିନ ତଳ ଘରକୁ ଆସିଥିଲେ ପୁଅବୋହୂ । ସାଙ୍ଗରେ ଦୁଇ ବର୍ଷର ନାତି । ହେଲେ ଖୁସି ବେଶୀ ଦିନର ନଥିଲା । ଏବେ ଘରନୁହେଁ, ପୁରା ଗାଁ କାନ୍ଦବୋବାଳିରେ ଫାଟି ପଡୁଛି ।


User: ETVBHARAT

Views: 3

Uploaded: 2025-07-27

Duration: 01:01